ସାମ୍ବାଦିକଙ୍କ ପିତୃ ବିୟୋଗ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ଧର୍ମପରାୟଣ ବ୍ୟକ୍ତି ତଥା ସାମ୍ବାଦିକ ଅଶୋକ ଜେନାଙ୍କ ପିତା ଲକ୍ଷ୍ମୀଧର ଜେନା (୮୪) ଙ୍କର ବାଲୁଗାଁ କୂଲାକୁଣ୍ଡେଇ ନୂଆଗାଁ ବାସ ଭବନରେ ପରଲୋକ ଘଟିଛି । ଅନ୍ତିମ ଶଯ୍ୟା ନିକଟରେ ୪ ପୁତ୍ର, କନ୍ୟା ଓ ପୁତୁରା, ନାତି ଓ ବନ୍ଧୁ ବାନ୍ଧବ ପରିବାର ଲୋକେ ଉପସ୍ଥିତ ଥିଲେ । ଲକ୍ଷ୍ମୀଧର ଜେନାଙ୍କ ପରଲୋକ ଗମନ ଖବର ଶୁଣି ବହୁ ଲୋକ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ପୁରୀ ସ୍ବର୍ଗଦ୍ବାର ରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜୈଷ୍ଠପୁତ୍ର ବଂଶିଧର ମୁଖାଗ୍ନି ଦେଇଥିଲେ ।

Leave a Reply

Your email address will not be published. Required fields are marked *