ଆମ ରିପୋଟରଗଜପତିଜିଲ୍ଲା

ଗୋଶାଣି ବ୍ଳକ ରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଗାନ୍ଧୀ ଜୟନ୍ତୀ ଦିନ…

ଆମ ରିପୋଟରକଟକଜିଲ୍ଲା

ସାରସ୍ଵତ ସାଧକ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଭାଷାକୋଷ ଚିରସ୍ମରଣୀୟ : ସାହିତ୍ୟିକ ନିରଞ୍ଜନ ରଥ !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଓଡ଼ିଆ ଭାଷା ସାହିତ୍ୟର କୋଣାର୍କ ପୂର୍ଣ୍ଣଚନ୍ଦ୍ର ଓଡିଆ ଭାଷାକୋଷର ଉପଯୁକ୍ତ ପ୍ରଚାର ଓ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ବାଣପୁର ଅଞ୍ଚଳର ବିଭିନ୍ନ ମଣ୍ଡପରେ ଶୋଭା ପାଉଛନ୍ତି ଜଗତଜନନୀ ମା ଦୁର୍ଗା !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ବାଣପୁର ର ବିଭିନ୍ନ ମଣ୍ଡପରେ ଶୋଭା ପାଉଛନ୍ତି ମହିଷାମର୍ଦ୍ଧିନୀ ମା…

ଆମ ରିପୋଟରକଟକଜିଲ୍ଲାରାଜ୍ୟ

ଦଶହରା ସମୟରେ ସିଡିଏ ସେକ୍ଟର – 7 ରେ ଦେଖା ଦେଇଛି ଜନ ଅସନ୍ତୋଷ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଶାରଦୀୟ ଦୁର୍ଗାପୂଜା କଟକ ତଥା ରାଜ୍ୟ ବାସୀଙ୍କ ପାଇଁ ଏକ ବିଶେଷ ପର୍ବ ।…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଟାଙ୍ଗୀ ବନବିଭାଗ ର ଚଢ଼ାଉ : ପଟିଆ ମାଳ ଜଙ୍ଗଲରୁ କଟା ମାଂସ ଜବତ , ଯୁବକ ଗିରଫ !!!

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନବିଭାଗ ରେଞ୍ଜ ଅଧୀନରେ ଥିବା ନୟାଗଡ ଜିଲ୍ଲାର ପଟିଆ ଜଙ୍ଗଲ…

ଆମ ରିପୋଟରଜଗତସିଂହପୁରଜିଲ୍ଲା

ପ୍ରିୟବନ୍ଧୁ ପକ୍ଷରୁ ଆଲୋଚନାଚକ୍ର ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ !!!

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : କୁଜଙ୍ଗର ଅଗ୍ରଣୀ ସାହିତ୍ୟ ,ସଂସ୍କୃତି ଓ ସାମାଜସେବା ଅନୁଷ୍ଠାନ ପ୍ରିୟବନ୍ଧୁ ପକ୍ଷରୁ ଏକ ଆଲୋଚନାଚକ୍ର…

ଆମ ରିପୋଟରକଟକଜିଲ୍ଲା

ବନ୍ୟପ୍ରାଣୀ ସପ୍ତାହ ରେ ବନ୍ୟପ୍ରାଣୀ ପରିବେଶ ଅସ୍ୱାସ୍ଥ୍ୟକର : ଅବ୍ୟବସ୍ଥା ମଧ୍ୟରେ କଟକ ହରିଣ ପାର୍କ !!!

କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ମହାନଗର ନିଗମ ଅନ୍ତର୍ଗତ ତୁଳସୀପୁର , ବିଜୁ ପଟ୍ଟନାୟକ ରୋଡ ର ମହାନଦୀ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ପବିତ୍ର ଦଶହରାରେ ମହିଷା ମର୍ଦ୍ଧିନୀ ବେଶରେ ଦେଲେ ଦର୍ଶନ ମା ’ ଭଗବତୀ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡିଶାର ବିଭିନ୍ନ ଶକ୍ତିପୀଠ ମାନଙ୍କ ମଧ୍ୟରେ ବାଣପୁରର ମା ଭଗବତୀ ଶକ୍ତିପୀଠ ଅନ୍ୟତମ ।…

ଆମ ରିପୋଟରଜଗତସିଂହପୁରଜିଲ୍ଲାରାଜ୍ୟ

ଓଡ଼ିଶାର ସ୍କୁବା ଡ୍ରାଇଭର ସବୀର ବକ୍ସ ସମ୍ବର୍ଦ୍ଧିତ !!!

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ଓଡ଼ିଶା ର ସ୍କୁବା ଡ୍ରାଇଭର ସବୀର ବକ୍ସଙ୍କୁ ନେହେରୁ ବଙ୍ଗଳା ସମୁଦ୍ର କୂଳରେ ସମ୍ବର୍ଦ୍ଧିତ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

” ମା କୋଶଳାଶୁଣୀ ମହୋତ୍ସବ ୨୦୨୨ ” ଉଦଯାପିତ !!!

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ମା କୋଶଳାଶୁଣୀ ମନ୍ଦିର ପରିସରରେ ” ମା କୋଶଳାଶୁଣୀ ମହୋତ୍ସବ ୨୦୨୨…