ବୋଇତ ବନ୍ଦାଣ ମହୋତ୍ସବ ପାଇଁ ମା’ କାଳିଜାଇ ଙ୍କ ପୀଠରୁ ଆସିଲା ଆଜ୍ଞାମାଳ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ବୋଇତ ବନ୍ଦାଣ ମହୋତ୍ସବ ଆରମ୍ଭ ପାଇଁ ମା କାଳିଜାଇ ଙ୍କ ଠାରୁ ଆସିଲା ଆଜ୍ଞାମାଳ ! ବାଲୁଗାଁ ଏନଏସି ନଗର ମଣ୍ଡଳ ସଭାପତି ଜୟନ୍ତ ସ୍ୱାଇଁ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଜୟନ୍ତୀ ସ୍ୱାଇଁ , କାଉନସିଲର ଅଭିମନ୍ୟୁ ସ୍ୱାଇଁ, ସିଡିଏ ଅଥରିଟି ମନୋରଞ୍ଜନ ମିଶ୍ର, ଡିଜିଟାଲ ସେକ୍ରେଟାରୀ ବଟକୃଷ୍ଣ ପ୍ରଧାନ, ବାଲୁଗାଁ ଏନଏସି ଜେଇ , ବାଲୁଗାଁ ର ବିଭିନ୍ନ ଆଞ୍ଚଳିକ ମହିଳା ମହାସଂଘର ସଭାପତି, ସମ୍ପାଦିକା ଓ ସ୍ୱଚ୍ଛ ସାଥି, ଶ୍ରୀମତୀ ଶ୍ରୀମତୀ ସୁଚିତ୍ରା ମହାପାତ୍ର, ବନିତା ପ୍ରଧାନ, ମିନତି ଗଜେନ୍ଦ୍ର, ଉଷାରଣୀ ମିଶ୍ର, ଶିବାନୀ ସାହୁ, ଭାରତୀ ଡାକୁଆ, ଦୀପା ପାଟଶାଣୀ, ତୁଳସୀ ବେହେରା ଏବଂ ସଂକୀର୍ତ୍ତନ ମଣ୍ଡଳୀ କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ଥିଲେ !

Leave a Reply

Your email address will not be published. Required fields are marked *