ପୋଡ଼ାସାହି ଗ୍ରାମ ଦ୍ଵାଦଶ ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞରେ ଯୋଗଦେଲେ ଦଶପଲ୍ଲା ବିଧାୟକ !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୂଆଗାଁ ବ୍ଲକ ବେରୁଆଁବାରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୋଡ଼ାସାହି ଗ୍ରାମରେ ଆୟୋଜିତ ଦ୍ଵାଦଶ ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା l ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଆଦର୍ଶ କୃଷକ ସୂର୍ଯ୍ୟ ନାରାୟଣ ସାହୁ , ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ସରପଞ୍ଚ ବାବୁ ସାହୁ , ସମିତି ସଭ୍ୟ କେଦାର ସେଠି, ବାହାଡାଝୋଲା ବିଜେଡି ଯୁବ ସଭାପତି ସୁଶାନ୍ତ କୁମାର ପଢିଆରି ପ୍ରମୁଖ ଯୋଗ ଦେଇଥିଲେ l ଦଶପଲ୍ଲା ବ୍ଲକ ର ଭୀମରା ପର୍ଯ୍ୟଟନ ସ୍ଥଳୀ ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବିଧାୟକ !

Leave a Reply

Your email address will not be published. Required fields are marked *