ଭୂଇଁପୁର ରେଲୱେ ଓଭରବ୍ରିଜ ନିକଟରେ ଦୁର୍ଘଟଣା : ଦୁଇ ମୃତ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ବେଗୁନିଆ ଭୂଇଁପୁର ରେଲୱେ ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ! ଅଟୋ ବାଇକ୍ ମୁହାଁମୁହିଁ ଧକ୍କା , ଦୁଇ ମୃତ ଜଣେ ଗୁରୁତର ଏବଂ ପାଞ୍ଚ ଜଣ ଆହତ ! ଅଟୋଟି ନିକଟସ୍ଥ ମାନପୁର ଗାଁରୁ ଶ୍ରମିକଙ୍କୁ ଧରି କାମକୁ ଯାଉଥିବା ବେଳେ ବାଇକ ଆରୋହୀ ଦୁଇଜଣ ନିକଟସ୍ଥ ଚଟୁଆ ଗାଁର ବେଗୁନିଆରୁ ଦ୍ରୁତ ଗତିରେ ଗାଁ କୁ ଫେରୁଥିଲେ । ଭୂଇଁପୁର ରେଲୱେ ଓଭରବ୍ରିଜ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା !

 

Leave a Reply

Your email address will not be published. Required fields are marked *