ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଏନ.ସି.ସି ଦିବସ ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ ରେ ନାଭାଲ ୟୁନିଟ ଛାତ୍ର ଙ୍କ ତରଫରୁ ନାଭାଲ ବେଶ ଭିତରେ ସଡ଼କ ସୁରକ୍ଷା , ଜୀବନ ରକ୍ଷା ଏବଂ ଏନ.ସି.ସି ବିଷୟ ରେ କିଛି ଆଲୋଚନା କରାଯାଇଥିଲା l କେନ୍ଦ୍ରୀୟ ବିଦ୍ୟାଳୟ ଠାରୁ ଟ୍ରେନିଙ୍ଗ ସେଣ୍ଟର ପର୍ଯନ୍ତ ଏକ ପଦଯାତ୍ରା ସଡ଼କ ସୁରକ୍ଷା ବିଷୟ ରେ ହୋଇଥିଲା l ଏହି କାର୍ଯ୍ୟକ୍ରମ ଟି ଚିଲିକା ସି.ଟି.ଓ ଚିନ୍ମୟ ପ୍ରସାଦ ନାୟକ, କମାଣ୍ଡର ଆଶୁତୋଷ ଡାକୁଆ ଏବଂ କିଛି ଛାତ୍ର କ୍ୟାଡେଟ ସେକ ସରତାଜ, ଯୁବେର ଏହମଦ, କୀରତ କୁ ପଢି, ପ୍ରିୟାଂଶୁ କୁ ସିଙ୍ଗ, ତାପସ କୁମାର କୁ ବେହେରା, ଆୟୁଷ୍ମାନ ମହାପାତ୍ର, ଆଶିଷ ନାୟକ, ଅନିଶ ଖାନ, ସୌମ୍ୟ ପ୍ରଧାନ, ଅନ୍ୱେଷ ବେହେରା, ଅଂଶୁମାନ ମହାନ୍ତି ଓ ଅନ୍ୟାନ୍ୟ ସିନିଅର ଛାତ୍ର ଙ୍କ ଦ୍ଵାରା ଏହା ସଫଳ ହୋଇଥିଲା l
କେନ୍ଦ୍ରୀୟ ବିଦ୍ୟାଳୟ ଭା.ନୋ.ପୋ ଚିଲିକା ରେ ପାଳନ ହେଲା ଏନ.ସି.ସି ଦିବସ !!!

