ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଗୋରୁ ବୋଝେଇ କଣ୍ଟେନର କୁ ଅଟକାଇଲେ ବଜରଙ୍ଗ ଦଳ କର୍ମୀ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଶୁଭମ ଓଝା : କଳିଙ୍ଗନଗର ଜିନ୍ଦଲ କାରଖାନା ନିକଟରେ ବଜରଙ୍ଗ ଦଳ ପକ୍ଷରୁ ଏକ ଗୋରୁ ବୋଝେଇ କଣ୍ଟେନର…

ଆମ ରିପୋଟରଗଜପତିଜିଲ୍ଲା

ଜୈବ ପୁଞ୍ଜ ମାଧ୍ୟମରେ କୁଣ୍ଡରେ ମାଛ ଚାଷ କରିବା ପାଇଁ ଏକ ଦିବସୀୟ ତାଲିମ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କନଫେରେନ୍ସ ହଲ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଚିଲିକା ବ୍ଲକରେ ଜିଲ୍ଲାପାଳଙ୍କ ଜନ ଶୁଣାଣି : ଅଭିଯୋଗ ଜଣାଇଲେ ବାଲୁଗାଁ ସାମନ୍ତସିହାପୁର ଗ୍ରାମବାସୀ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିରରେ ଅଭିଯୋଗ ଆଣିଲେ ଚିଲିକା ବ୍ଲକ ସାମନ୍ତସିହାପୁର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ

ଚିଲିକାରେ ବିଜୁ ଜନତା ଦଳର ବିଶାଳ ମହିଳା ସମାବେଶ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ମହିଳା ସଂଗଠନ ଓ ବିଭିନ୍ନ ମହିଳା ସଂଘ ଏକାଠି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଆଇନଜୀବି ପରିଷଦର ଓକିଲ ମାରଣ ନୀତି କୁ ବିରୋଧ କରି ବାଣପୁର ଓକିଲ ସଙ୍ଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଡିସେମ୍ବର 4 ରେ ଭୁବନେଶ୍ୱର ଓକିଲ ସଙ୍ଘ ର ଡାକରା ରେ ରାଜ୍ୟର ସବୁ…

ଆମ ରିପୋଟରଜିଲ୍ଲାନୟାଗଡ

ଭାପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର !!!

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ନୟାଗଡ ଜିଲ୍ଲା ଭାପୁର ବ୍ଲକ ପରିସରରେ ଆୟୋଜିତ ହୋଇଯାଇଛି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ।…

ଆମ ରିପୋଟରକଟକଜିଲ୍ଲା

ପରଲୋକରେ ଆଦର୍ଶ ଶିକ୍ଷୟିତ୍ରୀ ସତ୍ୟଭାମା ସାହୁ !!!

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ପରଲୋକରେ କଳାପଥର ଗ୍ରାମର ଆଦର୍ଶ ଶିକ୍ଷୟିତ୍ରୀ ସତ୍ୟଭାମା ସାହୁ ! କଳାପଥର ସରକାରୀ ପ୍ରାଥମିକ…

ଅପରାଧଆମ ରିପୋଟରକଟକଜିଲ୍ଲାନୟାଗଡ

ଖୋଲିଲା କଟକ ଏଲଆଇସି ଏଜେଣ୍ଟ ଙ୍କ ହତ୍ୟା ରହସ୍ୟ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ବିବାହିତା ମହିଳାଙ୍କୁ ପ୍ରେମ କରିବା ମହଙ୍ଗା ପଡ଼ିଲା l ପ୍ରେମିକକୁ ମିଶି ହତ୍ୟା କଲେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟ

ବର୍ଷା ଫାଉଣ୍ଡେସନ ର ସାଧାରଣ ପରିଷଦ ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସାମାଜିକ ସଂଗଠନ ବର୍ଷା ଫାଉଣ୍ଡେସନ ର ସାଧାରଣ ପରିଷଦ ବୈଠକରେ ଅନୁଷ୍ଠାନର ଆଗାମୀ କାର୍ଯ୍ୟପନ୍ଥା…