ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଶ୍ବଶୁର ଘରୁ ରୁଦ୍ଧ କୋଠରୀରୁ ଉଦ୍ଧାର ହେଲା ଜ୍ୱାଇଁ ର ଶବ !!!

ଆଠମଲ୍ଲିକ ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କୁରୁମୁଟାପ ଗ୍ରାମର ବ୍ରଜବନ୍ଧୁ ନାୟକଙ୍କ ଘରୁ ଜ୍ୱାଇଁ…

ଆମ ରିପୋଟରଖେଳଖୋର୍ଦ୍ଧାଜିଲ୍ଲା

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ହକି ପୁରୁଷ ବିଶ୍ୱକପ ୨୦୨୩ ପାଇଁ ପ୍ରମୋସନାଲ କାର୍ଯ୍ୟକ୍ରମ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ପାଳିତ ହୋଇଛି ହକି ପୁରୁଷ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ନିଜ ଗାଡ଼ିରେ ନିଜେ ନିଆଁ ଲଗାଇବା ପରେ , ଯୁବକଙ୍କ ଆତ୍ମହତ୍ୟା !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ ମାଲିକାପଡ଼ି ଗ୍ରାମପଞ୍ଚାୟତର ଦେରିନାଯୁଠାରେ…

ଆମ ରିପୋଟରଜିଲ୍ଲାନୟାଗଡ

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଚାଷୀଙ୍କର ସଫା, ଶୁଖିଲା, ଭଲ ଧାନ କୁ ବିନା କଟନି ଛଟନିରେ କିଣା ଯିବା…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ପଥରରେ ଛେଚି ବ୍ୟକ୍ତିଙ୍କୁ ହତ୍ୟା : ହତ୍ୟାକାରୀ ଥାନାରେ ଅଟକ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ମଦ୍ୟପାନ ରୁ ସଂଘର୍ଷ ଓ ହତ୍ୟାକାଣ୍ଡ ! ପଥରରେ ଛେଚି ବ୍ୟକ୍ତିଙ୍କୁ ହତ୍ୟା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ପୁଅକୁ ବଞ୍ଚେଇବା ପାଇଁ ବାପ, ମା ଙ୍କ ଆକୁଳ ନିବେଦନ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମୁଖ କର୍କଟ ରୋଗରେ ପିଡୀତ ବାଣପୁର ଅଲାଇଡିହ ଗ୍ରାମର ବରଦା , ଚିକିତ୍ସା ପାଇଁ…

ଆମ ରିପୋଟରଜିଲ୍ଲାଯାଜପୁର

କାଙ୍କଡ଼ପାଳ ମୁଖ୍ୟ ରାସ୍ତାରେ ଟ୍ରାକ୍ଟର ଓଲଟି ଯୁବକ ଗୁରୁତର : ନାବାଳକ ଙ୍କ ଚାଲିଗଲା ଜୀବନ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ କାଙ୍କଡ଼ପାଳ ମୁଖ୍ୟ ରାସ୍ତାରେ ସକାଳ 10 ଘଟିକା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ୨୬ ତମ ପ୍ରତିଷ୍ଠା ଦିବସ ପାଳିତ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବାଲୁଗାଁ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଗୋଦାବରୀଶ ବିଦ୍ୟାପୀଠର ୯୩ ତମ ବାର୍ଷିକ ଉତ୍ସବ ପାଳିତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡିଶାର ବହୁ ପୁରାତନ ତଥା ପଣ୍ଡିତ ଗୋଦାବରୀଶଙ୍କ ଦ୍ବାରା ପ୍ରତିଷ୍ଠିତ ଗୋଦାବରୀଶ ବିଦ୍ୟାପୀଠର ବାର୍ଷିକୋତ୍ସବ…