ଆମ ରିପୋଟରଜିଲ୍ଲାନୟାଗଡ

ମକର ସଂକ୍ରାନ୍ତି ଉପଲକ୍ଷେ ପଦ୍ମାବତୀ ଗ୍ରାମର ମା ତାରିଣୀ ପୀଠରେ ବାର୍ଷିକ ଉତ୍ସବ ଅନୁଷ୍ଠିତ !!!

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ପବିତ୍ର ମକର ସଂକ୍ରାନ୍ତିରେ ସମଗ୍ର ରାଜ୍ୟ ଉତ୍ସବ ମୁଖର ହୋଇ ପଡିଥିବା ବେଳେ ,…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟ

ହକି ବିଶ୍ୱକପ ଯୋଗୁଁ ଆୟୁଷ ଡାକ୍ତରଙ୍କ ପ୍ରସ୍ତାବିତ ଆନ୍ଦୋଳନ ସ୍ଥଗିତ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ହକି ବିଶ୍ୱକପ ଯୋଗୁଁ ଆୟୁଷ ଡାକ୍ତରଙ୍କ ପ୍ରସ୍ତାବିତ ଆନ୍ଦୋଳନ ସ୍ଥଗିତ ! ପୁଣି ଜାନୁଆରୀ…

ଆମ ରିପୋଟରକଟକଜିଲ୍ଲା

ବୈଦେଶ୍ଵର – ଗୋପିନାଥପୁର ଟି-ସେତୁ ଉପରେ ଦଳାଚକଟା : ବହୁ ଶ୍ରଦ୍ଧାଳୁ ଆହତ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଟକ ଜିଲ୍ଲା ବୈଦେଶ୍ଵର ଗୋପିନାଥପୁର ଟି-ବ୍ରିଜ୍ ଉପରେ ଦଳାଚକଟା । ଘଟଣାରେ ୨୦ ରୁ…

ଆମ ରିପୋଟରକଟକଜିଲ୍ଲା

ଏଇତ ଜୀବନ ସଂଗଠନ ତରଫରୁ ” ବିପଦର ବନ୍ଧୁ ସମ୍ମାନ ୨୦୨୩ ” କାର୍ଯ୍ୟକ୍ରମ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କର୍ମବୀର ଗୌରୀଶଙ୍କର ଟାଉନହଲ, କଟକ ଠାରେ ଏଇତ ଜୀବନ ସାମାଜିକ ଗଣମାଧ୍ୟମ ଓ ଫାଉଣ୍ଡେସନ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶା ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ନିର୍ଦ୍ଦେଶ କ୍ରମେ ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର…

ଆମ ରିପୋଟରଜିଲ୍ଲାନୟାଗଡ

ସମସ୍ତଙ୍କ ହୃଦୟକୁ ଛୁଇଁଲା ଭାପୁର ମହୋତ୍ସବ !!!

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଶୀତୁଆ ରାତିରେ , ମନୋରମ ପରିବେଶ ଆଉ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ କରିଛି…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ନାଚୁଣୀ ଥାନା ଅଞ୍ଚଳରୁ ୩୯୨ ଲିଟର ଦେଶୀ ମଦ ଜବତ : ଜଣେ ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ଘାସଡିହ ଗ୍ରାମରୁ ବିପୁଳ ମାତ୍ରାରେ ଚୋରା ଦେଶୀ…

ଆମ ରିପୋଟରକନ୍ଧମାଳଜିଲ୍ଲା

ଆଦିବାସୀ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଓ ଜାତୀୟ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଗ୍ରାମୀଣ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳରେ ଥିବା ଗ୍ରାମୀଣ ମହିଳା ମହାବିଦ୍ୟାଳୟ ପରିସର ଠାରେ…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ଆଇନ ର ଅଡୁଆ ଜାଲ : ବିନା ଦୋଷରେ ୧୨୧ ଦିନ ହେଲା ଜେଲରେ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଗଣତନ୍ତ୍ରର ତିନି ସ୍ତମ୍ବ ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ବ ହେଉଛି ନ୍ୟାୟପାଳିକା ! ପ୍ରଶାସନିକ ଅବହେଳା…