ଚିଲିକା ଓ ବାଣପୁର ବ୍ଲକ ଗସ୍ତ କରି ସରକାରୀ ଯୋଜନାର ଅନୁଧ୍ୟାନ କଲେ ମହିଳା ଓ ଶିଶୁ ବିକାଶ ମୁଖ୍ୟ ସଚିବ ଶୋଭା ଶର୍ମା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ର ନିର୍ଦ୍ଦେଶିକା ଶୋଭା ଶର୍ମା ଦିନିକିଆ ଗସ୍ତରେ ଚିଲିକା ଓ ବାଣପୁର ବ୍ଲକ ର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରିଛନ୍ତି । ରାଜ୍ୟ ମହିଳା ଓ ଶିଶୁ ବିକାଶ ତଥା ମିଶନଶକ୍ତି ର ନିର୍ଦ୍ଦେଶିକା ଖୋର୍ଦ୍ଧା ଜିଲ୍ଲାର ଚିଲିକା ଓ ବାଣପୁର ବ୍ଲକ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବୁଲି ସ୍ଥିତି ଓ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ ! ତାଙ୍କ ସହିତ ଖୋର୍ଦ୍ଧା ଜିଲ୍ଲାପାଳ, ଜିଲ୍ଲା ଶିଶୁ ଓ ମହିଳା ବିକାଶ ଅଧିକାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଚିଲିକା ବ୍ଲକ ର ବଡ଼କୁଳ 5 T ବିଦ୍ୟାଳୟ, ଡୁଙ୍ଗମାଳ ଠାରେ ଏସଏଚଜି ଗୃପ ଦ୍ଵାରା ଉତ୍ପାଦିତ ମତ୍ସ୍ୟ କେନ୍ଦ୍ର, ବାଣପୁର ମୋରମୋରୀ ପଞ୍ଚାୟତ ପ୍ରଭୃତି ପରିଦର୍ଶନ କରିଛନ୍ତି ।

Leave a Reply

Your email address will not be published. Required fields are marked *