ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଆୟତପୁର ଛକ ନିକଟରେ ସୁନା ରୂପା ବସ ଦୁର୍ଘଟଣା ଗ୍ରସ୍ତ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଆୟତପୁର ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟି ଯାଇଛି…

ଆମ ରିପୋଟରଜିଲ୍ଲାଯାଜପୁରରାଜ୍ୟ

ସୁକିନ୍ଦା ରେଳପଥ ରେ ଆଜି ପ୍ରଥମ ଥର ପାଇଁ ଗଡିଲା ଟ୍ରେନ ଇଞ୍ଜିନ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା – ଅନୁଗୁଳ ରେଳପଥ ରେ ଆଜି ପ୍ରଥମ ଥର ପାଇଁ ଟ୍ରେନ ଇଞ୍ଜିନ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ରେ ସାଇକେଲେ ଚୋରି ମାମଲାରେ ଅଭିଯୁକ୍ତକୁ ୩ ମାସ କାରାଦଣ୍ଡ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ରେ ସାଇକେଲେ ଚୋରି ମାମଲାରେ ଅଭିଯୁକ୍ତକୁ ୩ ମାସ କାରାଦଣ୍ଡ ! ଜୈନିକ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଚିଲିକାରେ ପୁଣି ମାତିଲେ ପକ୍ଷୀ ଶିକାରୀ – ତିନୋଟି ମୃତ ପକ୍ଷୀ ସମେତ ବନ୍ଧୁକ ଜବତ : ଶିକାରୀ ଗିରଫ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ମରାଳ ମାଳୀନି ନୀଳାମ୍ବୁ ଚିଲିକା ଏବେ ଦେଶୀ – ବିଦେଶୀ ପକ୍ଷୀଙ୍କ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଜିନ୍ଦଲ କମ୍ପାନୀର ମନମୁଖୀ କାର୍ଯ୍ୟ ଯୋଗୁଁ ଚାଲିଗଲା ଜୀବନ !!!

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ପରାବିଲ ଗ୍ରାମର ଦୁଷ୍ମନ୍ତ ପ୍ରଧାନଙ୍କର ଦୁର୍ଘଟଣାରେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଖବର ପ୍ରସାରଣ ପରେ ସୁଧୁରୁଛି ସ୍ଥିତି : ଅସହାୟଙ୍କ ପାଖରେ ପହଞ୍ଚିଲେ ବର୍ଷା ଫାଉଣ୍ଡେସନ ର ସଦସ୍ୟ !!!

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ଆମେ କିଛିଦିନ ତଳେ ଆମ ଚ୍ୟାନେଲ ମାଧ୍ୟମରେ ବେଗୁନିଆ ବ୍ଲକ ଦୁର୍ଗାପୁର ଗ୍ରାମ ପଞ୍ଚାୟତ…

ଆମ ରିପୋଟରଜିଲ୍ଲାରାୟଗଡା

ଜେକେ ପେପର୍ ମିଲ୍ସ କୁ ” ପେପର୍ ମିଲ୍ସ ଅଫ୍ ଦି ଇୟର ” ପୁରସ୍କାର !!!

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ଇଣ୍ଡିଆନ୍ ପେପର୍ ମାନୁଫେକ୍ଚର୍ ସଙ୍ଗଠନ ର 23 ତମ ସାଧାରଣ ଅଧିବେଶନ ଗତ 13…

ଆମ ରିପୋଟରକଟକଜିଲ୍ଲା

ଜାତୀୟ ଯୁବ ମହୋତ୍ସବରେ ପାଇଥିବା ଭାରତ ପତାକା ସ୍ମୃତି ଫଳକ ମୋ ଜୀବନର ଏକ ଶ୍ରେଷ୍ଠ ଉପଲବ୍ଧି : ଯୁବ ସମାଜସେବୀ ଆଶୀର୍ବାଦ !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କର୍ଣ୍ଣାଟକର ହୁବଲୀ ଠାରେ ଜାନୁଆରୀ ୧୨ ରୁ ୧୬ ତାରିଖ ପର୍ଯ୍ୟନ୍ତ ଭାରତ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଶ୍ୱେତପଦ୍ମା ସାହିତ୍ୟ ସଂସଦ ପକ୍ଷରୁ ପୁସ୍ତକ ଲୋକାର୍ପଣ ଉତ୍ସବ !!!

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଶ୍ୱେତପଦ୍ମା ସାହିତ୍ୟାନୁଷ୍ଠାନ ଆନୁକୂଲ୍ୟରେ ବୋଲଗଡ ବ୍ଲକ୍ ଗେଡିଆପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ସାଲତରା ଗ୍ରାମ ସ୍ଥିତ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ନାଚୁଣୀ ହରିପୁର ଜଙ୍ଗଲରେ ସୁଟକେସ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ପାଖ ହରିପୁର…