ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ନବନିଯୁକ୍ତ ଭାପୁର ତହସିଲଦାର ଙ୍କୁ ସ୍ୱାଗତ କଲେ ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ! ଭାପୁର ତହସିଲ କାର୍ଯ୍ୟାଳୟରେ ନବନିଯୁକ୍ତ ତହସିଲଦାର ଓଡିଶା ପ୍ରଶାସନିକ ସେବାର ଯୁବ ଅଧିକାରୀ ଶ୍ରୀଯୁକ୍ତ ଲଗ୍ନଜିତ ବେହେରା ମହୋଦୟଙ୍କୁ ଭେଟି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ଭାପୁର ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବେଣୁଧର ପ୍ରଧାନ l

