ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସାଧାରଣ ଜନତା ଏବଂ ଅସହାୟ ବ୍ୟକ୍ତି ଙ୍କୁ ନ୍ୟାୟିକ ସହାୟତା ପ୍ରଦାନ ଅନୁଷ୍ଠାନ କ୍ଲାପ୍ ର ସଭାପତି ଡ ବିକାଶ ଦାସ ଙ୍କ ଜନ୍ମ ଦିବସ ଅବସରରେ ରାଜଧାନୀ ଡ଼ାକ୍ତରଖାନା ରକ୍ତ ଭଣ୍ଡାର ପରିସରରେ ଆୟୋଜିତ ରକ୍ତଦାନ ଶିବିର କୁ ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର ଉଦଘାଟନ କରିଥିଲେ । ଶିବିରରେ ୧୫ ରୁ ଉର୍ଦ୍ଧ ସ୍ଵେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିବା ବେଳେ , ହରେକୃଷ୍ଣ ମହାନ୍ତି, ଗୁନୁ ଆଚାର୍ଯ୍ୟ, ବିଭୂତି ଭୂଷଣ ସାହୁ, ଭାଗ୍ୟଶ୍ରୀ ରାଉତ, ପ୍ରଜକ୍ତା ଦାସ ଏବଂ ହର ପ୍ରସାଦ ମହାପାତ୍ର ପ୍ରମୁଖ ଶିବିର ପରିଚାଳନା କରିଥିଲେ !
ଜନ୍ମ ଦିନରେ ରକ୍ତଦାନ ଶିବିର !!!

