ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ରକ୍ତଦାନ କ୍ଷେତ୍ରରେ ନୂଆ ମାଇଲ୍ଖୁଣ୍ଟ : ୬୫ ବର୍ଷରେ ୧୬୮ ଥର ରକ୍ତଦାନ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ୬୫ ବର୍ଷରେ ପାଦ ଥାପି ଥିବା ଗୋପିମୋହନ ପଟ୍ଟନାୟକ ଆଜି ୧୬୮ ତମ ରକ୍ତଦାନ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

କେବେ ଲାଗିବ ବାଲୁଗାଁ କଲେଜ ମଝିରୁ ଖସି ଯାଇଥିବା ଇଂରାଜୀ ଇ ଲେଟର ???

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଚିଲିକା କୂଳ ଠାରେ ଅବସ୍ଥିତ ବାଲୁଗାଁ କଲେଜର ନାମ ଫଳକରୁ…

ଆମ ରିପୋଟରଜିଲ୍ଲାଯାଜପୁର

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀକରି ତାଙ୍କର କୁଶପୁତ୍ତଳିକା ଦାହ କରିଛି…

ଆମ ରିପୋଟରକନ୍ଧମାଳଜିଲ୍ଲା

ଶିକ୍ଷା ମନ୍ତ୍ରୀ ଜିଲ୍ଲା ରେ ସମୀକ୍ଷା କରୁଥିବା ସମୟ ସ୍କୁଲ ରେ ଝୁଲୁଛି ତାଲା : ଶିକ୍ଷକଙ୍କ ଖାତିର ନାହିଁ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଦିଗହରା ହୋଇଥିବା ବେଳେ ସୋମବାର ରାଜ୍ୟ ସରକାରଙ୍କ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଇନଷ୍ଟାଗ୍ରାମ ରିଲସରେ ମତୁଆଲା ବାଲୁଗାଁ, ବାଣପୁର ଅଞ୍ଚଳର କଲେଜ ଛାତ୍ର ଛାତ୍ରୀ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ, ବାଣପୁର ଅଞ୍ଚଳର କିଛି କଲେଜ ଛାତ୍ର ଛାତ୍ରୀ ଇନଷ୍ଟାଗ୍ରାମ ରିଲସରେ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମ ରେ ୫୦ ଏକର ଗଞ୍ଜେଇ ଚାଷ ନଷ୍ଟ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳ ରେ ଗତ କିଛି ଦିନ ହେଲା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

କଣ୍ଡରା ପୋଖରୀ ପୁନରୁଦ୍ଧାର ଦାବୀରେ ଏକାମ୍ର ଜନ ଜାଗରଣ ମଞ୍ଚ ତରଫରୁ ଧାରଣା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ମହାନ୍ତି : କଣ୍ଡରା ପୋଖରୀ ପୁନରୁଦ୍ଧାର ଦାବୀରେ ଏକାମ୍ର ଜନ ଜାଗରଣ ମଞ୍ଚ ତରଫରୁ ଭୁବନେଶ୍ୱର ମହାନଗର…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଉଦଯାପିତ !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଆୟୋଜିତ ନୟାଗଡ଼…

ଆମ ରିପୋଟରଜିଲ୍ଲାଯାଜପୁର

ଜାଗର ଉପଲକ୍ଷେ ଚିନ୍ମୟ ଫାଉଣ୍ଡେସନର ତିନି ଦିନିଆ ଖାଦ୍ୟ ବଣ୍ଟନ ସହ କରୋନା କିଟ୍ ପ୍ରଦାନ : ୧୦୬୬ ଦିନରେ ପହଞ୍ଚିଲା ସଚେତନତା ଅଭିଯାନ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଫ୍ରେବୃୟାରି ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଯାଜପୁର, ଭଦ୍ରକ,…