ଜନ୍ମଦିନରେ ମହାମହିମଙ୍କୁ ଭେଟିଲେ ଅଖଣ୍ଡ ଭାରତ କେଶରୀୟା ହିନ୍ଦୁ ପରିଷଦ ସଦସ୍ୟ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଜନ୍ମଦିନରେ ମହାମହିମ ରାଜ୍ୟପାଳଙ୍କୁ ଭେଟିଲେ ଅଖଣ୍ଡ ଭାରତ କେଶରୀୟା ହିନ୍ଦୁ ପରିଷଦ ସଦସ୍ୟ ! ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜୀ ଙ୍କ ଜନ୍ମଦିନ ଅବସରରେ ଅଖଣ୍ଡ ଭାରତ କେଶରୀୟା ହିନ୍ଦୁ ପରିଷଦ ତରଫରୁ ସଂସ୍ଥାପକ ଟିଟନ ସାହୁ, ରାଜ୍ୟ ସଂଗଠନ ସମ୍ପାଦକ ରାଜେଶ କୁମାର ନନ୍ଦ, ମହିଳା ବାହିନୀ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ତ୍ରିପାଠୀ ଓ ରାଜ୍ୟ ଯୁବ ସଭାପତି ଦୀପକ ସାହୁ ମହାମହିମ ଙ୍କୁ ରାଜଭବନରେ ଭେଟି ପୁଷ୍ପଗୁଛ ଉତ୍ତରୀୟ ଅର୍ପଣ କରି ଜନ୍ମଦିନ ର ଶୁଭେଚ୍ଛା ଜଣେଇବା ସହିତ ରାଜ୍ୟପାଳ ଙ୍କ ଦୀର୍ଘାୟୁ ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି !

Leave a Reply

Your email address will not be published. Required fields are marked *