ସିସି ଟିଭିରେ କଏଦ ହେଲା ଲୁଟ ର ଦୃଶ୍ୟ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ସିସିଟିଭି ରେ କଏଦ ହେଲା ଚୋରୀ ର ଦୃଶ୍ୟ । କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ବଜାରରେ ଥିବା ଉମାଶଙ୍କର ସୁଇଟ୍ସ ଷ୍ଟଲ୍ ସମ୍ମୁଖରୁ ଗାଡି ଡିକି କୁ ନକଲି ଚାବି ଦ୍ୱାରା ଖୋଲି ପନ୍ଦର ହଜାର ଟଙ୍କା ନେଇ ଦୂର୍ବୁତ ଫେରାର l ପୁରା ଘଟଣା ସିସି ଟିଭି କ୍ୟାମେରାରେ କଏଦ ହୋଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *