ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସୁଯୋଗ ପାଇଲେ ବିରୋଧୀଙ୍କୁ ବିରୋଧ କରିବା ! ରାଜନୀତି ଭାଷାକୋଷର ଏହା ଏକ ବାଧ୍ୟତାମୂଳକ ଧାଡି ! ଏପରି ସୁଯୋଗକୁ କେହି ନେତା ହାତଛଡା କରନ୍ତି ନାହିଁ ! ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ବାଙ୍କୀ ରେ ! ଦଶ ଦଫା ଦାବୀ ନେଇ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନରେ ବସିଥିବା ଡ୍ରାଇଭର ଭାଇ ମାନଙ୍କ ପାଖରେ ପହଞ୍ଚିଥିଲେ କଂଗ୍ରେସ ( ??? ) ନେତା ତଥା ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ! ଏମିତିକି ଦେହରେ ଥିଲା ଓଡିଶା ଡ୍ରାଇଭର ମହାସଂଘର ୟୁନିଫର୍ମ ! ତେବେ ଉଦ୍ଦେଶ୍ୟ ଯାହାବି ହେଉ , ଗାଡି ଚାଳକ ମାନଙ୍କ ଦାବୀକୁ ଦୃଢ ସମର୍ଥନ କରିଥିଲେ ନିଜ ଭାଷଣରେ !
ଡ୍ରାଇଭର ମହାସଂଘ ୟୁନିଫର୍ମ ଖୋଳପା ପିନ୍ଧି ଧାରଣାରେ କଂଗ୍ରେସ ନେତା !!!

