ଆମ ରିପୋଟରଜିଲ୍ଲାଯାଜପୁର

ଆମ୍ବସାର ବିଜେଡି କାର୍ଯ୍ୟାଳୟରେ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ ଆମ୍ବସାର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ବିଜୁ ଜନତା ଦଳ ପକ୍ଷରୁ…

ଆମ ରିପୋଟରକଟକଜିଲ୍ଲା

ରୟାଲ୍ଟି ସୋସିଆଲ ସର୍ଭିସ ସଙ୍ଗଠନ ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ରୟାଲ୍ଟି ସୋସିଆଲ ସର୍ଭିସ ସଙ୍ଗଠନ ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର ! କଟକ ମାଛୁଆ…

ଆମ ରିପୋଟରଗଜପତିଜିଲ୍ଲା

ଆର.କେ.ଏସ.ଏସ ସ୍ଵେଛାସେବୀ ଅନୁଷ୍ଠାନ ତରଫରୁ କଇଂପୁର ଗ୍ରାମ ଠାରେ ଏସ.ଏଚ.ଜି ଦଳର ମହିଳା ମାନଙ୍କୁ ବେତ ତିଆରି ପ୍ରଶିକ୍ଷଣ ତାଲିମ ଶିବିର !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାୟଗଡ଼ ପଞ୍ଚାଯତ ସମିତି ଅନ୍ତର୍ଗତ କଇଂପୁର ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବିଜେପି ପକ୍ଷରୁ ବାଣପୁର ପଞ୍ଚୁଦୋଳ ଯାତ୍ରା ପଡିଆ ସଫେଇ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସରି ଯାଇଛି ଓଡିଶା ପ୍ରସିଦ୍ଧ ବାଣପୁର ପଞ୍ଚୁଦୋଳ ଯାତ୍ରା । ଯାତ୍ରା ସରି ଯାଇଛି…

ଆମ ରିପୋଟରକଟକଜିଲ୍ଲା

ମାଗଣା ମୋତିଆବିନ୍ଦୁ ଚିହ୍ନଟ ଶିବିର !!!

କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ସବଳକଣା ଗ୍ରାମର ସମାଜସେବି ଶ୍ରୀମତୀ ଶୁଭଶ୍ରୀ ମହାପାତ୍ରଙ୍କ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ସରନଇ ଗାଁ ଦାଣ୍ଡରେ ଚାଲିଥିଲା ଅବୈଧ ଚୋରା ମଦ ବିକ୍ରି : ତାତିଲେ ମହିଳା ଭାଙ୍ଗିଲେ ଆଡ୍ଡାସ୍ଥଳୀ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ସରନଇ ଗାଁ ଦାଣ୍ଡରେ ଚାଲିଥିଲା ଅବୈଧ ଚୋରା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଧଳାପଥର ସେବା ସମବାୟ ସମିତିରେ ଋଣ ସଚେତନତା କର୍ମଶାଳା !!!

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବୋଲଗଡ଼ ବ୍ଲକ ଅନ୍ତର୍ଗତ ଧଳାପଥର ସ୍ଥିତ ସେବା ସମବାୟ ସମିତି ଆନୁକୁଲ୍ୟରେ ଓ ନାବାର୍ଡ଼…

ଆମ ରିପୋଟରଗଜପତିଜିଲ୍ଲା

ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ଗଜପତି ଜିଲ୍ଲା କମିଟି ତରଫରୁ ଦାବୀପତ୍ର ପ୍ରଦାନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ଗଜପତି ଜିଲ୍ଲା କମିଟି ପକ୍ଷରୁ ଦାବିପତ୍ର…