ଜୟ ଶ୍ରୀରାମ ପଟୁଆର ରେ ଟ୍ରାଫିକ ନିୟମର ରାମ ନାମ ସତ୍ୟ ହେ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ବ୍ୟସ୍ତ ବହୁଳ କଟକ ସହର ଟ୍ରାଫିକ ହୋଇପଡିଛି ଅଣନିଶ୍ଵାସୀ ! ଜୟ ଶ୍ରୀରାମ ପଟୁଆରରେ ମର୍କତ ନଗର ଅଞ୍ଚଳରେ ଟ୍ରାଫିକ ବ୍ୟବସ୍ଥା ର ରାମ ନାମ ସତ୍ୟ ହୋଇଯାଇଛି ! ଏପରିକି ଟ୍ରାଫିକ ପୋଷ୍ଟ ରେ କର୍ମଚାରୀ ମଧ୍ୟ ଦେଖା ନଥିଲେ ! ଦୀର୍ଘ ସମୟ ଧରି ଠପ ହୋଇ ପଡ଼ିଥିଲା ଟ୍ରାଫିକ !

Leave a Reply

Your email address will not be published. Required fields are marked *