ବିଜିପୁର ଗ୍ରାମ ବଡ଼ସାହି ରେ ରାମନବମୀ ଉତ୍ସବ ପାଳିତ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଭାପୁର ବ୍ଲକ ବିଜିପୁର ଗ୍ରାମର ବଡ଼ସାହିରେ ପାଳନ ହୋଇଛି ୧0୫ ତମ ରାମନବମୀ ଉତ୍ସବ ! ଏତେ ବଡ଼ ଶତାୟୁ ଅନୁଷ୍ଠାନ ବୋଧହୁଏ ଆଖ ପାଖରେ କୌଣସି ଗ୍ରାମରେ ନଥିବ ! କୈଳାଶଚନ୍ଦ୍ର ରାଉତରାୟ, ଜୟକୃଷ୍ଣ ଦାସ, ଲଷ୍ମୀଧର ପଟ୍ଟନାୟକ, ପୀତବାସ ଜେନା, ସତ୍ୟନାରୟ ଜେନା, ଶଶୀଭୁଷଣ ରାଉତରାୟ, ସନ୍ତୋଷ ଜେନା ପ୍ରମୂଖ ଙ୍କ ସହଯୋଗରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ! ନିତ୍ୟାନନ୍ଦ ପାଣିଗ୍ରାହୀ ସୁମଧୁର କଣ୍ଠରେ ଗାୟନ କରିଥିଲେ ରାମ ଚରିତ ମାନସ ! ଏହି ରାମ ନବମୀ ଯାତ୍ରା ୨୪ ଦିନ ବ୍ୟାପି ଚାଲିବ ।

Leave a Reply

Your email address will not be published. Required fields are marked *