ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ନାଚୁଣୀ ଥାନା ଅଞ୍ଚଳରେ ୧୨ ବର୍ଷର ନାବାଳିକା ୪ ମାସର ଗର୍ଭବତୀ : ଅଭିଯୁକ୍ତ ଅଟକ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ପରବଳ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର !!!

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ସଚିବାଳୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ…

ଆମ ରିପୋଟରକନ୍ଧମାଳଜିଲ୍ଲା

ବାଲିଗୁଡା ରେ ୮୮ ତମ ଉତ୍କଳ ଦିବସ ପାଳିତ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସଭାଗୃହ ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଓଡିଶା ଦିବସ ପାଳନ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସମଗ୍ର ଓଡ଼ିଶାରେ ଓଡିଶା ଦିବସ ପାଳନ ହେଉଥିବା ବେଳେ , ଆଜି ବାଣପୁର ବିଜ୍ଞାପିତ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ଼ରେ ପୋଲିସ ପ୍ରତିଷ୍ଠା ଦିବସ ପାଳିତ : ସ୍ମୃତିରଞ୍ଜନ ମହାନ୍ତି ଶ୍ରେଷ୍ଠ ଏଏସଆଇ ଭାବେ ପୁରସ୍କୃତ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ରିଜର୍ଭ ପୋଲିସ ପଡିଆ ଠାରେ ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ଓଡ଼ିଶାରେ ମେଟ୍ରୋ ଟ୍ରେନ ନେଇ ବଢ଼ିଲା ଆଶା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଓଡ଼ିଶାରେ ମେଟ୍ରୋ ଟ୍ରେନ ନେଇ ବଢ଼ିଲା ଆଶା ! କେଉଁ କେଉଁ ରୁଟ୍‌ରେ ଯିବ…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ଫିତା କାଟିଥିଲେ ମନ୍ତ୍ରୀ : ମାଟି କାମୁଡ଼ିଲା ନିର୍ମାଣ କାର୍ଯ୍ୟ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ସଦର ମହକୁମାରେ ଘଟିଲା ଅପ୍ରେଲ ଫୁଲ ଘଟଣା ! ଲୋକାର୍ପଣ ର ଦଶ…

ଆମ ରିପୋଟରଜିଲ୍ଲାଯାଜପୁର

ବରିଷ୍ଠ ରାଜନେତାଙ୍କ ଏକାଦଶାହରେ ଯୋଗଦେଲେ ମନ୍ତ୍ରୀ ପ୍ରିତିରଞ୍ଜନ ଘଡ଼ାଇ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ତଥା ସୁକିନ୍ଦାର କଂଗ୍ରେସ ବିଧାୟକ ପ୍ରାର୍ଥୀ ଜୟକୃଷ୍ଣ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଓଡିଶା ଦିବସ ଅବସରରେ ଜଗନ୍ନାଥଙ୍କ ଦର୍ଶନ ପାଇଁ ସୀତାରାମଙ୍କ ନେତୃତ୍ୱରେ ସାଇକେଲ ରାଲି : ପ୍ରଥମେ ମା’ ଭଗବତୀଙ୍କୁ କଲେ ଦର୍ଶନ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶନିବାର ଏପ୍ରିଲ ଏକ ଓଡିଶା ଦିବସ । ଏହି ଅବସରରେ ଜଗତର ନାଥ ଜଗନ୍ନାଥଙ୍କୁ…

ଆମ ରିପୋଟରଜିଲ୍ଲାଯାଜପୁର

ଯାଜପୁର ଟାଉନ ଠାରେ ବଜରଙ୍ଗ ଦଳ ପକ୍ଷରୁ ବିଶାଳ ଶୋଭାଯାତ୍ରା !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପବିତ୍ର ଶ୍ରୀରାମ ନବମୀ ଅବସରରେ ଯାଜପୁର ଟାଉନ ଠାରେ ବଜରଙ୍ଗ ଦଳ ପକ୍ଷରୁ ଶୁକ୍ରବାର…