ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ଗଞ୍ଜେଇ ଚାଲାଣ ବେଳେ ଦୁଇଟି ମଟର ସାଇକେଲ ଜବତ : ଘଟଣା ସ୍ଥଳରୁ ଚାଲାଣକାରୀ ଚମ୍ପଟ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡା ଥାନା ଅନ୍ତର୍ଗତ…

ଆମ ରିପୋଟରଜିଲ୍ଲାନୟାଗଡ

ବିଜିପୁର ଅନନ୍ତଶ୍ୱର ଦେବଙ୍କ ମନ୍ଦିର ବେଢ଼ାରେ ଶ୍ରୀରାମ, ମାତା ସୀତା ଓ ଲକ୍ଷ୍ମଣଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା !!!

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ପବିତ୍ର ଶ୍ରୀରାମ ନବମୀରେ ଭାପୁର ବ୍ଲକ ବିଜିପୁର ଗ୍ରାମର ପର୍ବତ ଶିଖରରେ ଅବସ୍ଥିତ ବାବା…

ଆମ ରିପୋଟରଜିଲ୍ଲାଯାଜପୁର

ଥାର୍ଡ ରିଜର୍ଭ ବାଟାଲିୟନ ପକ୍ଷରୁ ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପବିତ୍ର ଉତ୍କଳ ଦିବସ ଅବସରରେ ସୁକିନ୍ଦା ସ୍ଥିତ ଥାର୍ଡ ଇଣ୍ଡିଆନ ରିଜର୍ଭ ବାଟାଲିୟନ ପକ୍ଷରୁ…

ଆମ ରିପୋଟରଜିଲ୍ଲାନୟାଗଡ

ଅପ୍ରେଲ ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ଓ ସଡ଼କ ସୁରକ୍ଷା ସପ୍ତାହ ପାଳନ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲାପାଳ ଙ୍କ ସଦଭାବନା ଗୁହରେ ସଡ଼କ ସୁରକ୍ଷା ସପ୍ତାହ ସଚେତନତା ପାଇଁ ଅପ୍ରେଲ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ନିମନ୍ତେ ପୁରାତନ ଛାତ୍ର ସ°ଘର ସାଧାରଣ ପରିଷଦ ବୈଠକ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ନିମନ୍ତେ ପୁରାତନ ଛାତ୍ର ସ°ଘର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଗଜପତି ରେ ଜିଲ୍ଲା ସ୍ତରୀୟ ୮୮ ତମ ଓଡିଶା ଦିବସ ପାଳିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମାରେ ଜିଲ୍ଲା ସ୍ତରୀୟ ୮୮ତମ ଓଡିଶା ଦିବସ ସମାରୋହରେ ମହା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ବିଜ୍ଞାପିତ ଅଞ୍ଚଳର ପରିଷଦ ପକ୍ଷରୁ ଓଡ଼ିଶା ଦିବସ ପାଳନ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପବିତ୍ର ଉତ୍କଳ ଦିବସରେ ବାଲୁଗାଁ ଏନଏସି ନଗରପାଳିକା ଶ୍ରୀମତୀ ସୁକାନ୍ତି ପାଇକରାୟ, ଉପନଗରପାଳ ଭଗବାନ…

ଆମ ରିପୋଟରକନ୍ଧମାଳଜିଲ୍ଲା

ନିର୍ମାଣ କାମ କରୁଥିବା ବେଳେ ବଡ଼ ଅଘଟଣ : ନାବାଳକର ମଳ ଦ୍ବାରରେ ପଶିଗଲା ଶାବଳ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ନିର୍ମାଣ କାମ କରୁଥିବା ବେଳେ ବଡ଼ ଅଘଟଣ ଘଟି ଯାଇଥିବା ଜଣାପଡ଼ିଛି ।…

ଆମ ରିପୋଟରଗଜପତିଜିଲ୍ଲା

୮୮ ତମ ଉତ୍କଳ ଦିବସ ମହା ସମାରୋହରେ ପାଳିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜନ ଶିକ୍ଷା ସଂସ୍ଥାନ ଗଜପତି ଦ୍ବାରା ଆଦିବାସୀ ଅଧ୍ୟୁଷିତ ରାୟଗଡ଼ ବ୍ଳକ ପୋଲାର ପଞ୍ଚାୟତ…