ନାଚୁଣୀ ମହାବିଦ୍ୟାଳୟ ରେ ଦାୟିତ୍ଵ ଗ୍ରହଣ କଲେ ନୂତନ ଅଧ୍ୟକ୍ଷ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ନାରାୟଣ ବଳିୟାରସିଂ । ସେ ପୂର୍ବରୁ ପ୍ରାଣନାଥ ସ୍ୱୟଂ ଶାସିତ ମବିଦ୍ୟାଳୟରେ ଗଣିତ ବିଭାଗ ରେ କାର୍ଯ୍ୟରତ ଥିଲେ । ଦାୟିତ୍ଵ ଗ୍ରହଣ ସମୟରେ ପୂର୍ବତନ ଅଧ୍ୟକ୍ଷ ପ୍ରକୃତି ରଞ୍ଜନ ମିଶ୍ର ଙ୍କ ସହ ଅଧ୍ୟାପକ ଅଜିତ କୁମାର ଦାସ , ଛବିରାମ ପରିଡ଼ା , ଗୋଲକ ବିହାରୀ ବାରିକ ,ପ୍ରଦୀପ କୁମାର ରଥ , ଦେବଦତ୍ତ ପାଣି ଆଦି ଅଧ୍ୟାପକ ମିଳିତ ଭାବେ ଅଭିବାଦନ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *