ଆମ ନୟାଗଡ଼ : ଆମ ଛେନାପୋଡ଼ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଛେନାପୋଡ଼କୁ ନେଇ ଜେମା କ୍ରିଏସନ ପକ୍ଷରୁ ପ୍ରସ୍ତୁତ ଏକ ସୁନ୍ଦର ସଙ୍ଗୀତର ତାଳେ ତାଳେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ” ବିଶ୍ୱ ଛେନାପୋଡ଼ ଦିବସ ” ଧୁମଧାମରେ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି , ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *