ପବ୍ଲିକ ରାଇଟ ଆସୋସିଏସନ୍ ଓ କଲ୍ୟାଣୀ ପବ୍ଲିକ ସ୍କୁଲ ମିଳିତ ଆନୁକୁଲ୍ୟରେ ଦହି ପଣା ବଣ୍ଟନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ପବ୍ଲିକ ରାଇଟ ଆସୋସିଏସନ୍ ଓ କଲ୍ୟାଣୀ ପବ୍ଲିକ ସ୍କୁଲ ମିଳିତ ଆନୁକୁଲ୍ୟରେ ଦହି ପଣା ବଣ୍ଟନ କରାଯାଇଛି ! ସଂଗଠନର ଖୋର୍ଦ୍ଧା ଜିଲ୍ଲା ସଭାପତି ଙ୍କ ଉଦ୍ୟମରେ ପବିତ୍ର ଅକ୍ଷୟ ତୃତୀୟା ରେ ପବ୍ଲିକ ରାଇଟ ଆସୋସିଏସନ୍ ଓ କଲ୍ୟାଣୀ ପବ୍ଲିକ ସ୍କୁଲ ମିଳିତ ଆନୁକୁଲ୍ୟରେ ଦହି ସର୍ବତ ବଣ୍ଟନ କରାଯାଇଥିଲା ! ନୂଆଗାଁ ପେଟ୍ରୋଲ ଟାଙ୍କୀ ପାଖରେ ସକାଳ ୯ ଟା ରେ ଅନୁଷ୍ଠିତ ହୋଇଥିବା ରହି କାର୍ଯ୍ୟକ୍ରମରେ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିବା ସହିତ ଆଗାମୀ ଦିନରେ ଜଳଛତ୍ର ଖୋଲି ପାନୀୟ ଜଳ ବଣ୍ଟନ ନିମନ୍ତେ ଯୋଜନା ହୋଇଥିବା କଥା ସୂଚନା ଦେଇଥିଲେ !

Leave a Reply

Your email address will not be published. Required fields are marked *