ସତ୍ୟବାଦୀ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ସହିଦ ଦେବାଶିଷ ବିଶ୍ବାଳଙ୍କ ଏକାଦଶାହ ଯୋଗଦେଲେ ସମ୍ବିତ ପାତ୍ର ! ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳୁଗୁମ ପଞ୍ଚାୟତ ର ଖଣ୍ଡାୟତ ସାହିର ବିର ଯବାନ ସହିଦ ଦେବାଶିଷ ବିଶ୍ବାଳଙ୍କ ଏକାଦଶାହ ରେ ଆୟୋଜିତ ହେଲା ସ୍ମୃତି ସଭା ! ବିଜେପି ର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିଦ ପାତ୍ର ଓ ସ୍ଥାନୀୟ ଜିଲ୍ଲା ପରିଷଦ ବିଷ୍ଣୁପ୍ରିୟା ବରାଳ ଙ୍କ ସମେତ ବହୁ ବ୍ୟକ୍ତି ସେଠାରେ ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ ! ସହିଦ ଦେବାଶିଷ ଙ୍କ ଝିଅ କୁ ଆଦରରେ କୋଳେଇ ନେଇଥିଲେ ସମ୍ବିତ ପାତ୍ର ।
ସହିଦ ଦେବାଶିଷ ବିଶ୍ବାଳଙ୍କ ଏକାଦଶାହ ଯୋଗଦେଲେ ସମ୍ବିତ ପାତ୍ର !!!

