ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ପରଲୋକରେ ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ର ! ତାଙ୍କ ବିୟୋଗ ଖବର ଶୁଣି ସମଗ୍ର ଗଣମାଧ୍ୟମ ଜଗତରେ ଖେଳି ଯାଇଛି ଶୋକର ଛାୟା ! ସ୍ବର୍ଗତ ବାସୁଦେବ ମହାପାତ୍ରଙ୍କ ଅମର ଆତ୍ମାକୁ ଶାନ୍ତି ଏବଂ ପରିବାର ବର୍ଗଙ୍କୁ ଶକ୍ତି ପ୍ରଦାନ ପାଇଁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବହୁ ସାମ୍ବାଦିକ !
ପରଲୋକରେ ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ର !!!

