ପାରଳାଖେମୁଣ୍ଡି ରେ ବଡ ଠାକୁର ଙ୍କ ନୀଳାଦ୍ରି ବିଜେ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଠାକୁରଙ୍କ ନୀଳାଦ୍ରି ବିଜେ ଅନୁଷ୍ଠିତ ହୋଇଛି । ତିନି ଠାକୁରଙ୍କ ରଥ କୁ ଭକ୍ତ ମାନେ ପ୍ରବଳ ଖରା ସତ୍ତ୍ୱେ ଟାଣି ମନ୍ଦିର ନିକଟରେ ପହଞ୍ଚାଇଥିଲେ ! ଠାକୁର ଙ୍କ ଦର୍ଶନ ସକାଶେ ଭକ୍ତ ଙ୍କ ସମାଗମ ହୋଇଥିଲା । ପ୍ରବଳ ଖରାରେ ମଧ୍ୟ ଜଳ ସିଞ୍ଚନ କାର୍ଯ୍ୟକ୍ରମ ହୋଇନଥିଲା । ଅଗ୍ନିସମ ବିଭାଗ କିମ୍ବା ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ଜଳ ସିଞ୍ଚନ କାର୍ଯ୍ୟକ୍ରମ ହୋଇନଥିଲା । ଯାହା ଫଳରେ ଲୋକ ଅସ୍ତ ବ୍ୟସ୍ତ ହୋଇ ପଡ଼ିଥିଲେ ! ଏହି କାର୍ଯ୍ୟକ୍ରମ ରେ ପାରଳାଖେମୁଣ୍ଡି ତହସିଲଦାର , ଥାନା ଅଧିକାରୀ ଉପସ୍ଥିତ ରହି ରଥ ଟଣା କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ରେ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *