ସରପଞ୍ଚ ହେବତ ଏମିତି : ସକାଳେ ବିଜେଡ଼ି , ସନ୍ଧ୍ୟାରେ ବିଜେପି !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ବ୍ଳକ ସିନ୍ଦୁରିଆ ପଞ୍ଚାୟତ ସରପଞ୍ଚ ନୟାଗଡ଼ ବିଧାୟକଙ୍କ ବାସ ଭବନରେ ସକାଳେ ପହଞ୍ଚି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ କିନ୍ତୁ ଭୁବନେଶ୍ବରରୁ ଫେରିବା ପରେ ସେ ନୟାଗଡ଼ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ଙ୍କ ରାଜପ୍ରସାଦକୁ ଯାଇ ପୁଣି ବିଜେପିରେ ସାମିଲ ହୋଇଛନ୍ତି । ସେ ବିଜେଡିରେ ମିଶି ନଥିବା ଏବଂ ତାଙ୍କୁ ମନ୍ଦିର କାମ ପାଇଁ ବିଧାୟକ ପାଖକୁ ନେଇ ଜୋର ଜବରଦସ୍ତ ଉତ୍ତରୀୟ ପକାଇ ଦେଇଥିବା ଗଣମାଧ୍ୟମକୁ କହିଛନ୍ତି । ନୟାଗଡ଼ରେ ଦିନ ତମାମ ଏହି ରାଜନୈତିକ ଡ୍ରାମା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *