ବୃକ୍ଷରୋପଣ କରି ପାଳିଲେ ଜନ୍ମଦିନ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବୃକ୍ଷରୋପଣ କରି ପାଳିଲେ ଜନ୍ମଦିନ ! ପବ୍ଲିକ ରାଇଟସ ଆସୋସିଏସନ ର କୋରାପୁଟ ବ୍ଲକ ସଭାପତି ତେଜେଶ୍ୱର ପାତ୍ରଙ୍କ ଜନ୍ମଦିନରେ କରାଯାଇଛି ବୃକ୍ଷରୋପଣ !

ଦାମନଯୋଡି ସବୁଜ ବାହିନୀ ଏବଂ ମିଡ଼ିଆ ହାଉସ କର୍ମକର୍ତ୍ତା ଙ୍କ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବ କବି ଦେବେନ୍ଦ୍ର ରାଜୁ , ସାମ୍ବାଦିକ ଅଶୋକ ମହାନ୍ତି , ସୁଦର୍ଶନ ସେନାପତି , ମାମା ମିଶ୍ର , ନୃସିଂହ ଚରଣ ବିଶ୍ମା , ନଳିନୀକାନ୍ତ ସେନାପତି ପ୍ରମୁଖ ଉପସ୍ଥିତ ରହିଥିଲେ !

Leave a Reply

Your email address will not be published. Required fields are marked *