ଓଡିଶା ଡିଜିଟାଲ ମିଡ଼ିଆ ମହାସଙ୍ଘ କାର୍ଯ୍ୟାଳୟରେ ପାଳିତ ହେଲା ଓଡ଼ିଆ ସାମ୍ବାଦିକତା ଦିବସ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଓଡିଶା ଡିଜିଟାଲ ମିଡ଼ିଆ ମହାସଙ୍ଘ କାର୍ଯ୍ୟାଳୟରେ ପାଳିତ ହେଲା ଓଡ଼ିଆ ସାମ୍ବାଦିକତା ଦିବସ ! ଚାରି ଅଗଷ୍ଟ କୁ ସମଗ୍ର ରାଜ୍ୟରେ ଓଡ଼ିଆ ସାମ୍ବାଦିକତା ଦିବସ ଭାବରେ ପାଳନ କରାଯାଉଥିବା ସମୟରେ ରାଜ୍ୟ ଡିଜିଟାଲ ମିଡ଼ିଆ ମହାସଂଘ ତରଫରୁ ଏହି ଦିବସକୁ ଆନୁଷ୍ଠାନିକ ଭାବରେ ପାଳନ କରାଯାଇଛି ! ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଉପସ୍ଥିତ ରହି କେକ କାଟି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ ! ମହାସଂଘର ସାଧାରଣ ସମ୍ପାଦକ କାହ୍ନା ନାୟକ , ମିଡ଼ିଆ ସଂଯୋଜକ ସତ୍ୟବ୍ରତ ଦାଶ ଏବଂ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ !

Leave a Reply

Your email address will not be published. Required fields are marked *