ଦୁର୍ନୀତି ର ଗନ୍ତାଘର ପାଲଟିଛି ଘଡୁଆଳ ପଞ୍ଚାୟତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ସୀମା ଟପିଲାଣି ଦୁର୍ନୀତି ! ନୟାଗଡ ସହର ଉପକଣ୍ଠ ଘଡୁଆଳ ପଂଚାୟତ ରେ ହେଉଛି ବ୍ୟାପକ ଅନିୟମିତତା ! ପଂଚାୟତ ଅନ୍ତର୍ଗତ ଏକ ପୋଖରୀ ର ପାଣି ପଏଣ୍ଟ ପାଇଁ 5 ଲକ୍ଷ ଟଙ୍କା ଦେୟ ପ୍ରଦାନ ହୋଇଅଛି ! ନୂତନ କାମ ହୋଇଥିଲେବି ବର୍ତ୍ତମାନ ତାହା ଭାଙ୍ଗି କରି ପଡିଛି ! ଏ ସଂକ୍ରାନ୍ତରେ ସରପଞ୍ଚ ଙ୍କୁ ପଚାରିବାରୁ ସ୍ପଷ୍ଟୋକ୍ତି ଦେଇଥିଲେବି , ଦୃଶ୍ୟ ବୟାନ କରୁଛି ବାସ୍ତବ ଅବସ୍ଥା !

Leave a Reply

Your email address will not be published. Required fields are marked *