ବାଲେଶ୍ବର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନିଆରା ଢଙ୍ଗରେ ପାଳିତ ହେଲା ଜନ୍ମ ଦିବସ ! ଲଭଷ୍ଟାର ସୋସିଆଲ ୱାର୍କ ଟ୍ରଷ୍ଟ ର ସଦସ୍ୟ ପ୍ରଫୁଲ୍ଲ ଭାଇ ଙ୍କ ପୁଅ ପ୍ରିୟାଂଶୁ ର ଜନ୍ମ ଦିନ କୁ ମଦର ଟେରେସା ଆଶ୍ରମରେ ପାଳନ କରାଯାଇଛି ! ବାଲେଶ୍ଵର ହଳଦୀପଦା ମଦର ଟେରେସା ଆଶ୍ରମ ରେ କିଛି ରନ୍ଧା ଖାଦ୍ୟ ର ବ୍ୟବସ୍ଥା କରିଥିଲେ ସଂଗଠନର ସଦସ୍ୟ । ଆଗକୁ 15 ଅଗଷ୍ଟ ଥିବାରୁ ଏକ ବାଜା ଦେବା ପାଇଁ ଆଶ୍ରମ ପକ୍ଷରୁ ଅନୁରୋଧ ହୋଇଥିଲା ! କାର୍ଯ୍ୟକ୍ରମ ସମୟରେ ଆଶ୍ରମକୁ ଏକ ବାଜା ପ୍ରଦାନ କରାଯାଇଛି । ଲଭଷ୍ଟାର ସୋସିଆଲ ୱାର୍କ ବାଲେଶ୍ଵର ଶାଖା ର ସଦସ୍ୟ ସୁମନ , ଗୀତା ଜେନା ମ ବିଶ୍ୱଜିତ୍, ଶକ୍ତିକାନ୍ତ, ପ୍ରଫୁଲ୍ଲ ଭାଇ ଏବଂ ସାଗର ଭାଇ ସହଯୋଗ କରି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ !
ମଦର ଟେରେସା ଆଶ୍ରମରେ ନିଆରା ଢଙ୍ଗରେ ପାଳିତ ହେଲା ଜନ୍ମ ଦିବସ !!!

