ରୁଚିଦା ପଞ୍ଚାୟତ ବରା ଗ୍ରାମରେ ୨୪ ପ୍ରହରୀ ନାମଯଜ୍ଞ ଆୟୋଜିତ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଭଟଲି ନିର୍ବାଚନ ମଣ୍ଡଳୀ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ରୁଚିଦା ପଞ୍ଚାୟତ ବରା ଗ୍ରାମରେ ଆୟୋଜିତ ହୋଇଯାଇଛି ୨୪ ତମ ପ୍ରହରୀ ନାମଯଜ୍ଞ ! ପୂର୍ଣାହୁତି ଦିବସରେ ବିଶିଷ୍ଟ ସମାଜସେବୀ ତଥା ବିଜେଡି ଯୁବନେତା ସୁବ୍ରତ ସିଂହ , ଅମ୍ବାଭୋନା ବ୍ଲକ ଅଧ୍ୟକ୍ଷ କୀର୍ତ୍ତିଚନ୍ଦ୍ର ଦୂଆନ , ଜୋନ ୧ ର ଜିଲ୍ଲା ପରିଷଦ ଶ୍ରୀମତୀ ନିଲ କୁମାରୀ ନାଏକ , ଅମ୍ବାଭୋନା ବ୍ଲକ ପର୍ଯ୍ୟବେକ୍ଷକ ଲିଙ୍ଗଗୁରୁ ଆଜ୍ଞା, ରାଜ କିଶୋର ପୁରୋହିତ, ଅନ୍ତ ସାହୁ, ଚୁଡ଼ାଧର ପ୍ରଧାନ , ବରୁଣ ନାଏକ ଯୋଗଦେଇ ମହାପ୍ରଭୁଙ୍କ ଠାରେ ଗ୍ରାମବାସୀ ତଥା ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କରିଥିଲେ।

Leave a Reply

Your email address will not be published. Required fields are marked *