ବାସନ୍ତୀ ପବ୍ଲିକ ସେଣ୍ଟର କାର୍ଯ୍ୟାଳୟ ଉଦଘାଟିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭୁବନେଶ୍ୱର ଜୟଦେବ ବିହାର ଠାରେ ବାସନ୍ତୀ ପବ୍ଲିକ ସେଣ୍ଟର କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଉଦଘାଟନ ସମୟରେ ସମସ୍ତ କର୍ମଚାରୀ ଓ ବହୁ ଗ୍ରାହକ ଉପସ୍ଥିତ ଥିଲେ | ଆସନ୍ତା କିଛି ଦିନ ଭିତରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହାର ଶାଖା ଖୋଲା ଯିବ ବୋଲି ଏହାର ପ୍ରତିଷ୍ଠାତା ବାସନ୍ତୀ ପଟ୍ଟନାୟକ ସୂଚନା ଦେଇଥିଲେ | ଏହି ନୂତନ କାର୍ଯ୍ୟାଳୟ ପକ୍ଷରୁ ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଦୀପକ ପ୍ରଧାନ ଓ ପ୍ରକାଶ ଜେନା ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *