କବାଟ ସ୍ଥିତ ଚାଷ ଜମି ମେଗା ପ୍ରକଳ୍ପ ସ୍ଥାନରୁ ଚୋରି : ଥାନାରେ ଅଭିଯୋଗ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ କବାଟ ସ୍ଥିତ ଚାଷ ଜମିରେ ଜଳ ସଞ୍ଚଳନ ନିମନ୍ତେ ମେଗା ପ୍ରକଳ୍ପ ପକ୍ଷରୁ ଲାଗିଥିବା ଯନ୍ତ୍ରାଂଶ କୁ କେହି ଲୁଟେରା ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ମେଗା ପ୍ରକଳ୍ପ କର୍ମଚାରୀ ଏହି ସୂଚନା ପାଇ ଆଜି ଘଟଣାସ୍ଥଳରେ ପହଞ୍ଚି ପ୍ରକଳ୍ପ ସାମଗ୍ରୀ ଚୋରି ହୋଇଥିବା ଦେଖି ସୁକିନ୍ଦା ଥାନାରେ ଅଭିଯୋଗ କରିଥିବା ଜଣା ପଡିଛି । ମେଗା ପ୍ରକଳ୍ପ ସାମଗ୍ରୀ ଚୋରୀ ହେତୁ ସ୍ଥାନୀୟ ଅଞ୍ଚଳରେ ଜଳ ସଞ୍ଚଳନ ସମସ୍ୟା ସୃଷ୍ଟି ହେବା ନେଇ କମ୍ପାନୀ କତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *