ପୁରୁଣା କେରାଣ୍ଡି ଗ୍ରାମରେ ଧୁମଧାମରେ ପାଳିତ ହେଉଛି ଗଣେଶ ପୂଜା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ପୁରୁଣା କେରାଣ୍ଡି ଗ୍ରାମରେ ଯୁବ ଗୋଷ୍ଠୀଙ୍କ ଦ୍ଵାରା ଗଣେଶ ପୂଜା ଧୁମଧାମରେ ପାଳିତ ହେଉଅଛି । ଗ୍ରାମର ଈଶ୍ୱର ମନ୍ଦିର ନିକଟରେ ପୂଜାର୍ଚ୍ଚନା କରାଯାଉଛି । ଶ୍ରୀ ଗଣେଶଙ୍କ ସନ୍ଧ୍ୟା ଆଳତୀ ପରେ ଭଜନ ସଂକୀର୍ତ୍ତନ ଆୟୋଜିତ ହୋଇଥିଲା ! କାର୍ଯ୍ୟକ୍ରମରେ ୱାର୍ଡ ସଭ୍ୟ ସରୋଜ ଜେନା, କିରଣ କୁମାର ଜେନା, ବିରେଶ ଦାସ, ବାଦଲ, ବାପି, ମଣ୍ଟୁ, ଜୟସେନ, ରାହୁଲ, ଦିଲ୍ଲୀପ, ସନ୍ତୋଷ ପ୍ରମୂଖ ଙ୍କ ସମେତ ଯୁବ ଗୋଷ୍ଠୀ ଙ୍କ ସହଯୋଗ ରେ ଏହି ପୂଜା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଅଛି !

Leave a Reply

Your email address will not be published. Required fields are marked *