ସୌମ୍ୟ , ସୁଧାଂଶୁ ଓ ପ୍ରମିଳା ଙ୍କୁ ବିଜେଡି ର ନୂଆଖାଇ ଭେଟି !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ” ମନ୍ତ୍ରୀ ବଡ ନା ସଚିବ ବଡ – ଏଇ ପ୍ରସଙ୍ଗରୁ ଆରମ୍ଭ ହୋଇଥିବା ବିବାଦ ଏବେ ଏକ ଭିନ୍ନ ମୋଡରେ ପହଂଚିଛି ! ଖଣ୍ଡପଡ଼ା ବିଧାୟକ ତଥା ବିଜେଡି ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ ଙ୍କୁ ଦଳରୁ ବହିସ୍କୃତ କରିଛନ୍ତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ! ଦଳ ବିରୋଧୀ କାର୍ଯ୍ୟ ପାଇଁ ୨ ବିଧାୟକ ସୁଧାଂଶୁ ପରିଡ଼ା – ରେମୁଣା ଓ ସୌମ୍ୟ ପଟନାୟକ – ଖଣ୍ଡପଡ଼ା ଙ୍କୁ ବହିସ୍କାର କରାଗଲା l ଗଣମାଧ୍ୟମକୁ ଆସି ପ୍ରେସମିଟ ମାଧ୍ୟମରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

Leave a Reply

Your email address will not be published. Required fields are marked *