ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଉପର ଟମକା ପାଖ ମୁଖ୍ୟ ରାସ୍ତାରେ ସନ୍ଧ୍ୟା ସମୟରେ ଏକ ଟ୍ରକ୍ ଦୁର୍ଘଟଣାରେ ବାଇକ୍ ଆରୋହି ଦୁଇ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସୁଚନା ମୁତାବକ ଦୁଇ ଜଣ ଯୁବକ ଏକ ବାଇକ ଏକ ବାଇକ ନଂ OD 04 P 5736 ଯୋଗେ ଯାଉଥିବା ବେଳେ ଉପର ଟମକା ମୁଖ୍ୟ ରାସ୍ତାରେ ଜେନାପୁର ଅଞ୍ଚଳର ଏକ ଟ୍ରକ ନଂ OR 09 F 1963 ସହିତ ତାଙ୍କର ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ବାଇକ ଆରୋହି ଦୁଇ ଯୁବକଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାଗ୍ରସ୍ତ ଦୁଇ ମୃତକ ଯୁବକଙ୍କ ପରିଚୟ ମିଳି ପାରିନାହିଁ ।
ଉପର ଟମକା ମୁଖ୍ୟ ରେ ରାସ୍ତା ଦୁର୍ଘଟଣା : ଦୁଇ ଯୁବକଙ୍କ ମୃତ୍ୟୁ !!!

