ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ମାତିଛନ୍ତି ଠକ , ପର୍ସନାଲ ଲୋନ କରାଇଦେବା ନାଁ କହି ନିରୀହ ଲୋକଙ୍କୁ ଠକି ଚାଲିଛନ୍ତି ! ରାଜଧାନୀ ରେ ସାମନାକୁ ଆସିଛି ଏମିତି ଘଟଣା , ସମସ୍ତ କାଗଜପତ୍ର ହାତେଇ ଦସ୍ତଖତ ନେବା ପରେ ଦୋକାନରୁ ଉଠାଇଛନ୍ତି ଦାମୀ ମୋବାଇଲ ! ଶୁଣନ୍ତୁ କଣ କହୁଛନ୍ତି ଠକାମୀ ର ଶୀକାର ହୋଇଥିବା ଲୋକେ ! ଘଟଣାକୁ ନେଇ ଅଭିଯୋଗ ହେବା ପରେ ପୁଲିସ ନେଇଛି ପଦକ୍ଷେପ , ହେଲେ ଫାଇନାନ୍ସ କମ୍ପାନୀ ଏବେ ଦାଉ ସାଧୁଛି ଠକାମୀ ର ଶୀକାର ହୋଇଥିବା ଲୋକଙ୍କ ଉପରେ ! ଯଦି ଠକାମୀ ସତ , ପୁଲିସ କେଶ କରିଛି , ତେବେ ଠକିଥିବା ଲୋକଙ୍କ ଠାରୁ ଆଦାୟ ହେଉ ଠକାମୀ ଅର୍ଥ ! ଠକି ହୋଇଥିବା ଲୋକଙ୍କୁ ଦିଆଯାଉ ନ୍ୟାୟ ! ନିରୀହ ଦଳିତଙ୍କୁ ନ୍ୟାୟ ପ୍ରଦାନ ପାଇଁ ସ୍ୱର ଉଠାଇଛନ୍ତି ସମାଜସେବୀ ସିପ୍ରା ହୀରା ଏବଂ ତାଙ୍କ ସହଯୋଗୀ !
ପର୍ସନାଲ ଲୋନ କରାଇଦେବା ନାଁରେ ନିରୀହ ଦଳିତଙ୍କୁ ଠକିଦେଲେ !!!

