ଆମ ରିପୋଟରକଟକଜିଲ୍ଲା

ଦିଲ୍ଲୀର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଞ୍ଜ ତରଫରୁ ବିଭିନ୍ନ ସ୍ଥାନରେ କମ୍ବଳ ଏବଂ ଶୀତବସ୍ତ୍ର ବଣ୍ଟନ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଆଧ୍ୟାତ୍ମିକ ଚିନ୍ତନରେ ଓଡିଶାର ସଂସ୍କୃତି ଅନୁସାରେ ଆଜିଠୁ ଶୀତ ଆରମ୍ବ ହେଲା ,…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ପିକଅପ ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା : ବାଇକ ଚାଳକ ଙ୍କ ମୃତ୍ୟୁ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ପିକଅପ ଭ୍ୟାନ ସହ ବାଇକର ମୁହାଁମୁହିଁ ଧକ୍କା , ବାଇକ ଚାଳକ ଙ୍କ…

ଆମ ରିପୋଟରଜିଲ୍ଲାବରଗଡ଼

ଉଦଯାପିତ ହେଲା ତୃତୀୟ ପଦ୍ମପୁର ଲୋକ ମହୋତ୍ସବ !!!

ପଦ୍ମପୁର ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ପଦ୍ମପୁର ଠାରେ ଆୟୋଜିତ ହେଉଥିବା ତୃତୀୟ ପଦ୍ମପୁର ଲୋକ ମହୋତ୍ସବ ଉଦଯାପିତ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ନୂଆ – ଓ କାର୍ଯ୍ୟକ୍ରମ ରେ ବାଣପୁର ଗୋଦାବରୀଶ ମହା ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଯୋଗ ପ୍ରଶିକ୍ଷଣ ଶିବିର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଗୋଦାବରୀଶ ମହା ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ନୂଆ – ଓ କାର୍ଯ୍ୟକ୍ରମ ମାଧ୍ୟମରେ…

ଆମ ରିପୋଟରଜିଲ୍ଲାଯାଜପୁର

ପିମ୍ପୁଡିଆ ସରକାରୀ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଶିଶୁ ମେଳା ଉଦଯାପିତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପିମ୍ପୁଡିଆ ସରକାରୀ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଶିଶୁ ମେଳା ଉଦଯାପିତ, ଯୋଗଦେଲେ ମନ୍ତ୍ରୀ ! ସୁକିନ୍ଦା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ କଲେଜରେ ନୂଆ -ଓ ନୃତ୍ୟ ଓ ସଚେତନତା କାର୍ଯ୍ୟକ୍ରମ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା ନୂଆ -ଓ ତଥା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ…

ଆମ ରିପୋଟରକଟକଜିଲ୍ଲାଦେଶବିଦେଶରାଜ୍ୟସ୍ମାର୍ଟ ସିଟି

ଦୁବାଇରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଓଡିଆଙ୍କ ଯୋଗଦାନ !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ମିଳିତ ଜାତିସଂଘ ପକ୍ଷରୁ ସଂଯୁକ୍ତ ଆରବର ଦୁବାଇ ଠାରେ ଅନୁଷ୍ଠିତ ଜଳବାୟୁ ପରିବର୍ତ୍ତନ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ରୀଡ଼ା ଉତ୍ସବ ଉଦଯାପିତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ…

ଆମ ରିପୋଟରକଟକଜିଲ୍ଲା

ବଡମ୍ବା ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ତାଲିମ ଶିବିର !!!

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : କଟକ ଜିଲ୍ଲା ବଡମ୍ବା ବ୍ଲକ ପରିସର ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ରେ ମହିଳା ଙ୍କ ଆତ୍ମହତ୍ୟା ଅଭିଯୋଗ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରବିବାର ସନ୍ଧ୍ୟାରେ ବାଣପୁର ଥାନା ଅଧିନସ୍ଥ ବିଷ୍ଣୁଡିହ ଗ୍ରାମରେ ଜଣେ ମହିଳା ବିଷ ପିଇ…