ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଡମପଡା ଶାଖା ରୁ ବିଳମ୍ବିତ ରାତିରେ ଦୁର୍ବୃତ ମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ! ଲୁଟ ସମୟରେ ବ୍ୟାଙ୍କ ର ସି ସି ଟିଭି କ୍ୟାମେରା କୁ ଭାଙ୍ଗି ଦେଇଥିବା ଜଣାପଡିଛି । ବ୍ୟାଙ୍କ କର୍ମଚାରୀ ସକାଳୁ ବ୍ୟାଙ୍କ୍ କୁ ଆସି ଦେଖନ୍ତି ଯେ , ମେନ୍ ଗେଟ ଭଙ୍ଗା ଯାଇଛି ! ଘଟଣା ସମ୍ପକରେ କର୍ମଚାରୀ ମାନେ ପୋଲିସ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି !
ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଡମପଡା ଶାଖାରେ ଲୁଟ !!!

