ଆମ ରିପୋଟରଗଜପତିଜିଲ୍ଲା

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ରକ୍ତଦାନ ଶିବିର !!!

ଗୋଶାଣୀ ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଗୁରାଣ୍ଡି ଗ୍ରାମ ଠାରେ ଥିବା ମୀନକେତନ ମହାବିଦ୍ୟାଳୟ ପରିସରରେ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ଉମାମହେଶ୍ୱର ଦେବଙ୍କ ମନ୍ଦିର ରୁ ଚୋରି : ରୀତି ନୀତି ବନ୍ଦ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ଉମାମହେଶ୍ୱର ଦେବଙ୍କ ମନ୍ଦିର ରୁ ଚୋରି ! ଠାକୁରଙ୍କ ରୀତି ନୀତି ବନ୍ଦ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ରାଜଧାନୀ ରାଜରାସ୍ତାରେ ରାଜ୍ୟ ପ୍ରାଥମିକ ଏକ୍ସ କ୍ୟାଡର ଶିକ୍ଷକ ସଂଘ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ରାଜଧାନୀ ରାଜରାସ୍ତାରେ ବସି ରହିଛନ୍ତି ରାଜ୍ୟ ପ୍ରାଥମିକ ଏକ୍ସ କ୍ୟାଡର ଶିକ୍ଷକ ସଂଘ ର…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ଲାଉସେଣା ଦିବ୍ୟରଞ୍ଜନ ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ରେ ଜେମାଦେଇପୁର ପାଟଣା ସରପଞ୍ଚ ଙ୍କୁ ଗିରଫ ଦାବୀ କଲା କଂଗ୍ରେସ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ସଦର ଥାନା ଅନ୍ତର୍ଗତ ଜେମାଦେଇପୁର ପାଟଣା ପଞ୍ଚାୟତ ଲାଉସେଣା ଗ୍ରାମର ଯୁବ ବ୍ୟବସାୟୀ…

ଆମ ରିପୋଟରଜିଲ୍ଲାନୟାଗଡ

ଜିଲ୍ଲା ସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗୀତା : ଶ୍ରେଷ୍ଠ ବିଜେତାଙ୍କୁ ୧୧ ହଜାର ଟଙ୍କା !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଜିଲ୍ଲା ସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗୀତା , ଶ୍ରେଷ୍ଠ ବିଜେତାଙ୍କୁ ୧୧ ହଜାର ଟଙ୍କା…

ଆମ ରିପୋଟରକଟକଜିଲ୍ଲା

ସ୍ବର୍ଗତଃ ସୀତାକାନ୍ତ ମିଶ୍ରଙ୍କ ସ୍ମୃତିରେ ଉନ୍ମୋଚିତ ହେବ ସ୍ମରଣିକା !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସ୍ବର୍ଗତଃ ସୀତାକାନ୍ତ ମିଶ୍ରଙ୍କ ସ୍ମୃତିରେ ପ୍ରକାଶ ପାଇବ ସ୍ମରଣିକା ! ବାଙ୍କୀ ଅଞ୍ଚଳର ଜଣାଶୁଣା…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଡୁବୁରି ସ୍ଥିତ ନୀଳାଚଳ କଲୋନୀ ମଧ୍ୟରେ ଥିବା ଚାରି ଟି ଘର ମଧ୍ୟରୁ ଚୋରି !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରି ସ୍ଥିତ ନୀଳାଚଳ କଲୋନୀ ମଧ୍ୟରେ ଥିବା 4 ଟି…

ଆମ ରିପୋଟରଜିଲ୍ଲାଯାଜପୁର

ବାଲି ବୋଝେଇ ଟ୍ରାକ୍ଟର ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଗୁରୁତର !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର ପାଖ ରାସ୍ତାରେ ଏକ ବାଲି ବୋଝେଇ ଟ୍ରାକ୍ଟର ସହ…

ଆମ ରିପୋଟରଗଜପତିଜିଲ୍ଲା

ବିଦ୍ୟାଳୟର ଛାତ୍ରାବାସକୁ ପୈାର ପରିଷଦ ଦ୍ୱାରା ଜବରଦସ୍ତ କଲ୍ୟାଣ ମଣ୍ଡପ ଟେଣ୍ଡରକୁ ପୁରାତନ ଛାତ୍ର ସଂସଦର ବିରୋଧ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ରବାସକୁ…