ବାଇକ କାର ଧକ୍କା : ଦୁଇ ଆହତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ୫୭ ନଂ ଜାତୀୟ ରାଜପଥର ବାଣୀଗୋଛା ଥାନା ଅନ୍ତର୍ଗତ ଜାମୁସାହି ନିକଟ ବାଣିବିରି ଘାଟି ବୁଲାଣି ଠାରେ ବାଇକ୍ – କାର୍ ଧକ୍କାରେ ଦୁଇ ଜଣ ଆହତ ହୋଇଛନ୍ତି । ଧକ୍କା ହେବା ପରେ ରାସ୍ତାକଡ଼ ଗାର୍ଡ ୱାଲ୍ ରେ ମାଡ଼ ହୋଇ କାର ଟି ଓଲଟି ପଡ଼ିଥିଲା । ଖବର ପାଇ ଦୁର୍ଘଟଣା ସ୍ଥଳରେ ବାଣୀଗୋଛା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଦୁର୍ଘଟଣାଗ୍ରସ୍ତ ବାଇକ୍ ନମ୍ବର ଓଡି ୨୫ ଏମ ୨୨୨୫ ଓ କାର୍ ନମ୍ବର ହେଉଛି ଓଡି ୨୫ କେ ୯୬୧୦।

Leave a Reply

Your email address will not be published. Required fields are marked *