ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବିଜେପୁର ବିଜ୍ଞାପିତ ଅଂଚଳ ପରିଷଦ ଠାରେ ଜୟ ଜଗନ୍ନାଥ ଅର୍ପଣ ରଥ କୁ ସ୍ୱାଗତ ! ଆଜି ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପୁର ବିଜ୍ଞାପିତ ଅଂଚଳ ପରିଷଦ ଠାରେ ଜୟ ଜଗନ୍ନାଥ ଅର୍ପଣ ରଥ କୁ ସ୍ୱାଗତ କରାଗଲା ! ଏହି କାର୍ଯ୍ୟକ୍ରମ ରେ ଏନଏସି ଅଧ୍ୟକ୍ଷl , ଉପାଧ୍ୟାକ୍ଷ ଉମାକାନ୍ତ ବେସନ ଏବଂ ସମସ୍ତ କାଉନସିଲର ଓ କର୍ମଚାରୀ ଉପସ୍ଥିତ ଥିଲେ !
ବିଜେପୁର ବିଜ୍ଞାପିତ ଅଂଚଳ ପରିଷଦ ଠାରେ ଜୟ ଜଗନ୍ନାଥ ଅର୍ପଣ ରଥ କୁ ସ୍ୱାଗତ !!!

