ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଯୁବ ସାମ୍ବାଦିକ କାହ୍ନା ନାୟକ ଙ୍କ ସମୟ ଉପଯୋଗୀ କାମ ! ଘର ପୋଡି ଖବର ଶୁଣିବା ପରେ ଘଟଣାସ୍ଥଳ ରେ ପହଂଚିଲେ ଟାଇମ୍ସ ଓଡ଼ିଆ ଟିମ ! ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗଣିଆ ବ୍ଲକ ଛାମୁଣ୍ଡିଆ ପଂଚାୟତ ବେଠିଆ ସାହି ରେ ରମେଶ ବେହେରା ଙ୍କ ଘରେ ଅଚାନକ ନିଆଁ ଲାଗିଥିଲା ! ଘରପୋଡ଼ିରେ ଲକ୍ଷ ଲକ୍ଷ ଟଙ୍କା ର ସମ୍ପତି ନଷ୍ଟ ହୋଇଛି ଓ ଆଠ ଗୋଟି ଛେଳି ମଧ୍ୟ ଜଳି ଯାଇଛନ୍ତି ! ଏହି ଖବର ଶୁଣିବା ମାତ୍ରେ ଯୁବ ସାମ୍ବାଦିକ କାହ୍ନା ନାୟକ ଓ ତାଙ୍କ ଟିମ ଘଟଣାସ୍ଥଳ ରେ ପହଂଚି ପରିବାର କୁ ଆଶ୍ୱାସନା ଦେବା ସହିତ ସହାୟତା ପ୍ରଦାନ କରିଥିଲେ !
ଘର ପୋଡି ଖବର ଶୁଣିବା ପରେ ଘଟଣାସ୍ଥଳ ରେ ପହଂଚିଲେ ଟାଇମ୍ସ ଓଡ଼ିଆ ଟିମ !!!

