ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ପଦ୍ମପୁର ଏଡ଼ିଏମ ଅଫିସ ସମ୍ମୁଖରେ ଧାରଣା ରେ ବସିଛନ୍ତି ପଦ୍ମପୁର ସହର ର ବହୁ ବରିଷ୍ଠ ନାଗରିକ ! ପଦ୍ମପୁର କୁ ଆମେ ଜିଲ୍ଲା ରୂପେ ଦେଖିଵା ପାଇଁ ସେମାନେ ଇଛୁକ , ବହୁଦିନ ରୁ ଏହି ଦାବି ରହି ଆସିଛି ! କିନ୍ତୁ କେହି ଶୁଣୁ ନାହାନ୍ତି ଗୁହାରୀ ! ସମାନ ଦାବିରେ ରାଜପଡା ଓ ସୁନାରିପଡା ବାସି ମଧ୍ୟ ଧାରଣା ରେ ବସିଥିଲେ !
ପଦ୍ମପୁର ଜିଲ୍ଲା ଘୋଷଣା ଦାବି ରେ ବିକ୍ଷୋଭ !!!

