ସ୍କୁଲ ଶିକ୍ଷକ ଙ୍କ ମନମାନି : ଘଟଣା କୁ ନେଇ କିଏ ଦାୟୀ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ସ୍କୁଲ ଶିକ୍ଷକ ଙ୍କ ମନମାନି ! କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଳକ ଅଧୀନରେ ଥିବା ରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ଅପ୍ରୀତିକର ଲଜ୍ୟା ଜନକ ଘଟଣା ! ଏହାକୁ ଯେତେ ନିନ୍ଦା କଲେବି କମ ହେବ ! ପ୍ରଶ୍ନ ଉଠେ ଏକୋମଳ ଶିଶୁଙ୍କୁ ଯେଉଁପରି ଭାବେ ଘୃନ୍ୟ କର୍ମ କରାଯାଉଛି ଏଥି ପ୍ରତି ଦାଈ କିଏ ! ଏ ସମ୍ପର୍କରେ ବିଇଓ ଙ୍କ ପ୍ରତିକ୍ରିୟା ନିଆ ଯାଇଥିଲେ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳି ପାରିଲାନାହିଁ ! ତେବେ ଘଟଣା କୁ ନେଇ କିଏ ଦାୟୀ ! ଶିକ୍ଷା ଅନୁଷ୍ଠାନ ନା ଅଭିଭାବକ ଏହା ଏବେ ବଡ ପ୍ରଶ୍ନ !

Leave a Reply

Your email address will not be published. Required fields are marked *