ପଦ୍ମପୁର ଟାଉନ ହଲ ଠାରେ ଭାରତୀୟ ଜନତା ପାର୍ଟି ର କର୍ମୀ ସମ୍ମିଳନୀ !!!

Spread the love

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ପଦ୍ମପୁର ଟାଉନ ହଲ ଠାରେ ଭାରତୀୟ ଜନତା ପାର୍ଟି ର କର୍ମୀ ସମ୍ମିଳନୀ ! ବରଗଡ ଜିଲ୍ଲା ପଦ୍ମପୁର ଟାଉନ ହଲ ଠାରେ ଭାରତୀୟ ଜନତା ପାର୍ଟି ର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଓ ବିଜେପୁର ନିର୍ବାଚନ ମଣ୍ଡଳୀ ର କାର୍ଯ୍ୟକର୍ତା , ମଣ୍ଡଳ ସଭାପତି ଓ ବୁଥ ସ୍ତରୀୟ କର୍ମୀ ଯୋଗ ଦେଇଥିଲେ ! ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ବିଜେପି ନେତା ଡ଼ି ମୁରଲୀ କ୍ରିଷ୍ଣା ଓ ପଦ୍ମପୁର ର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯୋଗଦେଇ ଅଭିଭାଷଣ ରଖିଥିଲେ ଓ ସମ୍ମାନୀୟ ଅତିଥି ରୂପେ ଗାଇସିଲେଟ ର ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ ଯୋଗ ଦେଇଥିଲେ ! କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ବିଜେପି ନେତା ପ୍ରିତେଶ ବହିଦାର, ସରୋଜ ସାମଲ ଓ କାଉନସିଲର କୁନାଲ ପାଣିଗ୍ରାହୀ !

Leave a Reply

Your email address will not be published. Required fields are marked *