ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆଗାମୀ ଓଡିଶା ଦିବସ ଅବସରରେ ଲେଖକ ରବିନାରାୟଣ ପଟ୍ଟନାୟକ ତାଙ୍କ ନିଜର ଏକ ୟୁଟୁବ୍ ଚାନେଲ ଖୋଲିବେ ବୋଲି ସୂଚନା ଦେଇଛନ୍ତି । ଏହି ଚାନେଲ୍ ରେ ତାଙ୍କ ଦ୍ଵାରା ଯେଉଁ ଲେଖା ପ୍ରକାଶ ପାଉଛି ତାହା ଗଳ୍ପ ଆକାର ରେ ପରିବେଷଣ କରାଯିବ । ଏହା ସଂପୂର୍ଣ୍ଣ ଓଡ଼ିଆ ଭାଷାରେ ପରିବେଷଣ କରାଯିବ । ଲେଖାକୁ ଯେଉଁ ପରି ଭାବେ ଲୋକ ଗ୍ରହଣ କରୁଛନ୍ତି ଆଗାମୀ ଦିନରେ ୟୁଟୁବ୍ ଚାନେଲ କୁ ମଧ୍ୟ ଲୋକ ଗ୍ରହଣ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି । ଚାନେଲ ର ନାଁ ଖୁବ୍ ଶୀଘ୍ର ଘୋଷଣା କରାଯିବ ।
ଓଡିଶା ଦିବସରେ ନୂଆ ୟୁଟୁବ୍ ଚାନେଲ ଆରମ୍ଭ କରିବେ ଲେଖକ ରବିନାରାୟଣ ପଟ୍ଟନାୟକ !!!

